ଭୁବନେଶ୍ୱରରେ ଡ୍ରାଇଭର୍ ମହାସଂଘର ବିଶାଳ ରାଲି: ନବୀନ ନିବାସ ଅଭିମୁଖେ ପଦଯାତ୍ରା

ଭୁବନେଶ୍ବର: ବିଭିନ୍ନ ଦାବିପୂରଣ ପାଇଁ ଡ୍ରାଇଭର୍ ମହାସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି। ଏନେଇ ରାଜଧାନୀରେ ଏକ ବିଶାଳ ରାଲିର ଆୟୋଜନ କରାଯାଇଛି। ନବୀନନିବାସ ଅଭିମୁଖେ ମହାସଂଘର ହଜାର ହଜାର ସଦସ୍ୟ ପଦଯାତ୍ରା କରୁଛନ୍ତି। ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଦଯାତ୍ରା କରି ଭୁବନେଶ୍ୱର ଆସିଛନ୍ତି ଡ୍ରାଇଭର। କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଭତ୍ତା ପ୍ରଦାନ କରିବାକୁ … Continue reading ଭୁବନେଶ୍ୱରରେ ଡ୍ରାଇଭର୍ ମହାସଂଘର ବିଶାଳ ରାଲି: ନବୀନ ନିବାସ ଅଭିମୁଖେ ପଦଯାତ୍ରା